କାଳବୈଶାଖୀର ପ୍ରଭାବରେ ଭିଜିଲା ଭୁବନେଶ୍ବର : ରାଜଧାନୀବାସୀଙ୍କୁ ମିଳିଲା ଆଶ୍ବସ୍ତି, ବହୁ ଅଞ୍ଚଳ ଅନ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହିତ ବର୍ଷା ହୋଇଛି। ଭୁବନେଶ୍ବର, କଟକ, ବାଲେଶ୍ବର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ହୋଇଛି। ଏଥି ସହିତ ଜୋର୍‌ରେ ପବନ ହୋଇଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବରରେ ସନ୍ଧ୍ୟା ସାଢ଼େ ୭ଟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଛି। ବିଦ୍ୟୁତ୍‌ କାଟ୍‌ ହେବା … Continue reading କାଳବୈଶାଖୀର ପ୍ରଭାବରେ ଭିଜିଲା ଭୁବନେଶ୍ବର : ରାଜଧାନୀବାସୀଙ୍କୁ ମିଳିଲା ଆଶ୍ବସ୍ତି, ବହୁ ଅଞ୍ଚଳ ଅନ୍ଧାର